ଆମେରିକା ବିପକ୍ଷରେ ୮,୦୦୦୦୦ ନାଗରିକ : ଉତ୍ତର କୋରିଆ

ସିଓଲ୍‌: ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଲଢ଼େଇ କରିବା ଲାଗି ସ୍ବ-ଇଚ୍ଛାରେ ଦେଶର ସେନାବାହିନୀରେ ଯୋଗ ଦେବା ଲାଗି ୮,୦୦୦୦୦ ନାଗରିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଖବରକାଗଜ ରିପୋର୍ଟ କରିଛି। ରାଷ୍ଟ୍ରାୟତ ଖବରକାଗଜ ‘ରୋଡୋଙ୍ଗ୍‌ ସିନ୍‌ମୁନ୍‌’ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ସଙ୍ଗେ ମୁକାବିଲା କରିବାକୁ କେବଳ ଶୁକ୍ରବାର ଦିନ ସମଗ୍ର ଦେଶରୁ ପ୍ରାୟ ୮,୦୦୦୦୦ ଶିକ୍ଷାର୍ଥୀ ଓ କର୍ମଜୀବୀ ତାଲିକାଭୁକ୍ତ ହେବାକୁ ଅଥବା ପୁନଃତାଲିକାଭୁକ୍ତ ହେବାକୁ … Continue reading ଆମେରିକା ବିପକ୍ଷରେ ୮,୦୦୦୦୦ ନାଗରିକ : ଉତ୍ତର କୋରିଆ